ଆଜି ହାଟର ଶୁଭାରମ୍ଭ: ରାସ୍ତାରେ ପଡ଼ିଛି କୁଢ଼କୁଢ଼ ଆବର୍ଜନା ଗଞ୍ଜାମ,୩୧ା୫(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର କଲେଜ ରୋଡ୍ଠାରେ ଅପରାହ୍ନରେ ସାପ୍ତାହିକ ହାଟର ଶୁଭାରମ୍ଭ ହେବ। ଏଥିପାଇଁ ସେଠାରେ ଏକ ଫଳକ ନିର୍ମାଣ ହୋଇଛି। ଏହାର ଶୁଭାରମ୍ଭ କରିବେ ଏନ୍ଏସି ଅଧ୍ୟକ୍ଷା। ନିର୍ମାଣ ହୋଇଥିବା ଫଳକ ପାଣି ଟାଙ୍କି ନିର୍ମାଣ...