ଓଡ଼ିଶା-ଛତିଶଗଡ଼ ସୀମାରେ କଂଗ୍ରେସ ନେତାଙ୍କୁ ‘ହତ୍ୟା’ କଲେ ମାଓବାଦୀ ମାଲକାନଗିରି,୧୨ା୫: ରବିବାର ରାତିରେ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ଏକ ମାଓବାଦୀ ଗୋଷ୍ଠୀ ଦ୍ୱାରା ଜଣେ କଂଗ୍ରେସ ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଛତିଶଗଡ଼ର ବିଜାପୁର ଜିଲାର ଉସୁର ଥାନା ଅଧୀନରେ ଥିବା ଲିଙ୍ଗାପୁର ଗ୍ରାମରେ…