‘ମନୋଜିତ ଦା ଆମ ହୃଦୟରେ ଅଛନ୍ତି…,’ କାନ୍ଥରେ ଏମିତି କିଛି ଲେଖା ଦେଖି ସମସ୍ତେ ଆଶ୍ଚର୍ଯ୍ୟ କୋଲକାତା,୩୦।୬: କୋଲକାତାର ଏକ ଆଇନ କଲେଜରେ ଜଣେ ଛାତ୍ରୀଙ୍କ ସହ ବଳାତ୍କାର ମାମଲା ସାରା ଦେଶରେ କ୍ରୋଧ ସୃଷ୍ଟି କରିଛି। ଏହି ସମୟରେ, କଲେଜର କାନ୍ଥରେ ଲେଖାଯାଇଥିବା ଏକ ଧାଡି ସମସ୍ତଙ୍କୁ ଚକିତ କରିଛି, ଯେଉଁଥିରେ ଲେଖାଯାଇଛି – ‘ମନୋଜିତ ଦା…