୩୦ ବର୍ଷ ପରେ ଘଟିବ ଏମିତି: ଏହି ୩ ରାଶିର ଭାଗ୍ୟ ସୁନା ପରି ଚମକିବ ନୂଆଦିଲ୍ଲୀ,୧୨।୬: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରନ୍ତି। ଯାହା ସମସ୍ତ ୧୨ଟି ରାଶିର ଲୋକଙ୍କୁ ପ୍ରଭାବିତ କରେ। ସେହିପରି, ଏହି ସମୟରେ ମଧ୍ୟ ମଙ୍ଗଳ ଏବଂ ଶନି ସେମାନଙ୍କର…