ନୂଆ ଦୁଇ ଚକିଆ ଗାଡ଼ି ପାଇଁ ABS, ଡବଲ୍ ହେଲମେଟ୍ ବାଧ୍ୟତାମୂଳକ: ପରିବହନ ମନ୍ତ୍ରଣାଳୟର ବଡ ନିଷ୍ପତ୍ତି ନୂଆଦିଲ୍ଲୀ,୨୦।୬: ଭାରତରେ ରାସ୍ତା ଦୁର୍ଘଟଣା ଏବଂ ମୃତ୍ୟୁ ହାର ହ୍ରାସ କରିବା ଲକ୍ଷ୍ୟରେ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୨୦୨୬ ଜାନୁଆରୀ ୧ ତାରିଖରୁ ଦେଶରେ ବିକ୍ରି ହେଉଥିବା ସମସ୍ତ ନୂଆ ଦୁଇ ଚକିଆ...