ଧାରଣାସ୍ଥଳରେ ମାଣ ବସାଇଲେ ଚାଷୀ, ହୁଳହୁଳିରେ କମ୍ପୁଛି ଜିଲାପାଳଙ୍କ କାର୍ଯ୍ୟାଳୟ, ଦେଖନ୍ତୁ ଭିଡିଓ… ବରଗଡ଼,୧୩ା୧୧(ପ୍ରେମାନନ୍ଦ ଖମାରୀ): ଆଜି ମାର୍ଗଶିର ଗୁରୁବାର। ଘରେ ଘରେ ପାଳନ କରାଯାଉଛି ମାଣବସା ଗୁରୁବାର। ଅନ୍ୟପକ୍ଷରେ ଧାନ ବିକ୍ରି ପଞ୍ଜୀକରଣ ଦାବିରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଥିବା ଧାରଣା ଗୁରୁବାର ଚତୁର୍ଥ ଦିବସରେ ପହଞ୍ଚିଛି। ଚାଷୀମାନେ ମାଣବସା ଗୁରୁବାରରେ ନିଜ...