ଛାଡି ପଳାଇଲେ ସ୍ତ୍ରୀ, ଶ୍ୱଶୁର ଘର ଉପରେ ବୋମାମାଡ଼ କଲେ ଜ୍ୱାଇଁ ଭଦ୍ରକ,୨୩ା୧୧: ଭଦ୍ରକ ଜିଲା ବାଣ୍ଟ ଅଞ୍ଚଳର ଆପଣ୍ଡା ଗ୍ରାମର ଶ୍ରୀଧର ନାୟକ କରଣପଲ୍ଲୀ ପଞ୍ଚାୟତର ବିଜୟ ପାଟଣା ଗ୍ରାମର ରାମ ଚନ୍ଦ୍ର ମହାଳିକଙ୍କ ଝିଅ ମାମୁନିଙ୍କୁ ପ୍ରେମ ବିବାହ କରିଥିଲେ। କିଛିଦିନ ସୁରୁଖୁରୁରେ ଚଳିବା ପରେ ପାରିବାରିକ କଳହ ଯୋଗୁଁ ଉଭୟଙ୍କ…