ହୃଦୟବିଦାରକ ଘଟଣା: ପ୍ରେମିକାଙ୍କୁ ହତ୍ୟା କରି ଶବକୁ ସୁଟକେସରେ ଭର୍ତ୍ତି ନଦୀରେ ଫିଙ୍ଗିଲା ପ୍ରେମିକ ନୂଆଦିଲ୍ଲୀ,୨୧।୯: ଉତ୍ତରପ୍ରଦେଶର କାନପୁରରେ ଏକ ହୃଦୟବିଦାରକ ଘଟଣାରେ ପ୍ରେମିକ ସୂରଜ ଉତ୍ତମ ତାର ପ୍ରେମିକା ଆକାଂକ୍ଷା (୨୦)ଙ୍କୁ ଗଳା ଚିପି ହତ୍ୟା କରି ଶବକୁ ସୁଟକେସରେ ଭର୍ତ୍ତି କରି ଶହେ କିଲୋମିଟର ଦୂର ବାନ୍ଦାର ଚିଲ୍ଲା ପୋଲରୁ ଯମୁନା ନଦୀରେ ଫୋପାଡ଼ିଥିବା…