ସ୍ୱାମୀ ଜାଣିଦେଲେ ସ୍ତ୍ରୀର ଅନୈତିକ ସମ୍ପର୍କ: ଶୋଇଥିବା ବେଳେ ପ୍ରେମିକକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଅନୁଗୁଳ,୧।୬: ଅନୁଗୁଳ ଜିଲାର କଣିହା ବ୍ଲକ ଅନ୍ତର୍ଗତ ମସୁଣିହାଟା ଗାଁରେ ରବିବାର ଏକ ହିଂସାତ୍ମକ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାମ ବବାଜୀ ନାୟକ ବୋଲି ଜଣାପଡ଼ିଛି, ଯାହାଙ୍କୁ ବିଭୂତି ନାୟକ ନାମକ ଜଣେ…