ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଏମିତି ପ୍ରଶ୍ନ ପ୍ରଚାରିଲେ ମମତା ସମସ୍ତେ ଆଶ୍ଚର୍ଯ୍ୟ ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗ ପୁଣିଥରେ ଖବରର ଶିରୋନାମରେ ଅଛି। ଦୁର୍ଗାପୁରରେ ଜଣେ ୨୩ ବର୍ଷୀୟା MBBS ଛାତ୍ରୀଙ୍କ ସହ ଗଣବଳାତ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମୟରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମାମଲାରେ ତାଙ୍କର...