ଭୁଶୁଡ଼ିଲା ସୁନା ଖଣି: ୪୮ ମୃତ ବାମାକୋ, ୧୬।୨: ଆଫ୍ରିକୀୟ ଦେଶ ମାଲିର ପୂର୍ବବର୍ତ୍ତୀ ଅଞ୍ଚଳ କୋନିଏବା ଜିଲା ବିଲାଲି କୋଟୋଠାରେ ବେଆଇନ ଭାବେ ପରିଚାଳିତ ଏକ ସୁନା ଖଣି ଭୁଶୁଡ଼ି ପଡ଼ିବାରୁ ୪୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା କୋନିଏବା…