Malegaon Blast case: ପୂର୍ବତନ ATS ଅଧିକାରୀଙ୍କ ବୟାନକୁ ନେଇ ଚାଞ୍ଚଲ୍ୟ, କହିଲେ ମୋହନ ଭାଗବତଙ୍କୁ ଗିରଫ କରିବାକୁ… ନୂଆଦିଲ୍ଲୀ,୧।୮: ମହାରାଷ୍ଟ୍ରରେ ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାର ତଦନ୍ତ କରିଥିବା ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ଦଳ (ATS)ର ଜଣେ ପୂର୍ବତନ ପୋଲିସ ଅଧିକାରୀ ଗୁରୁବାର (୩୧ ଜୁଲାଇ ୨୦୨୫) ଦାବି କରିଛନ୍ତି ଯେ ତାଙ୍କୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)...