ଏବେ କେବଳ ମହିଳା ନୁହନ୍ତି ପୁରୁଷମାନେ ମଧ୍ୟ ନେଇପାରିବେ ବନ୍ଧ୍ୟାକରଣ ଇଞ୍ଜେକେସନ, ICMR କଲା ସଫଳ ପରୀକ୍ଷଣ ନୂଆଦିଲ୍ଲୀ, ୧୯।୧୦: ମହିଳା ମାନଙ୍କ ପାଇଁ ପୂର୍ବରୁ ଅନେକ ଗର୍ଭନିରୋଧକ ଔଷଧ ଉପଲବ୍ଧ ରହିଥିଲେ ମଧ୍ୟ ପୁରୁଷ ମାନଙ୍କ ପାଇଁ ସେଭଳି କିଛି ଔଷଧ ଆସି ନଥିଲା। ବର୍ତ୍ତମାନ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର)କୁ ଏକ ବଡ଼ ସଫଳତା...