ମାଲେସିଆରେ ଭାରତୀୟ ନାଗରିକଙ୍କୁ ମିଳିବ ଭିଜା ଫ୍ରି ଏଣ୍ଟ୍ରି କୁଆଲାଲମପୁର,୨୭।୧୧: ମାଲେସିଆ ଭାରତୀୟ ନାଗରିକମାନଙ୍କୁ ଏକ ମାସ ପାଇଁ ଭିଜା ବିନା ଦେଶରେ ପ୍ରବେଶ କରିବାକୁ ସୁବିଧା ଦେଇଛି। ରବିବାର ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଡିସେମ୍ବର ୧ରୁ ଭାରତ ଏବଂ...