Football Match In Kerela: ଫୁଟବଲ ମ୍ୟାଚ୍ବେଳେ ବଡ଼ ଦୁର୍ଘଟଣା: ଷ୍ଟାଡିୟମରେ ଲାଗିଲା ନିଆଁ, ପୋଡ଼ିଗଲେ ଦର୍ଶକ ଥିରୁଭାନନ୍ତପୁରମ,୧୯।୨: କେରଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାଲାପ୍ପୁରମ ଜିଲାର ଆରିକୋଡ ସହରରେ ଏକ ଫୁଟବଲ ମ୍ୟାଚ ସମୟରେ ଅଗ୍ନିକାଣ୍ଡରେ ୩୦ରୁ ଅଧିକ ଦର୍ଶକ ପୋଡ଼ି ଯାଇଛନ୍ତି। ମ୍ୟାଚ ଆରମ୍ଭ ହେବାର ଠିକ ପୂର୍ବରୁ ଏହି ଘଟଣା ଘଟିଥିଲା। ମ୍ୟାଚ...