ଇଭିଏମ୍ରେ ତ୍ରୁଟି, ବିଳମ୍ବରେ ମତଦାନ ଆରମ୍ଭ ମାଲକାନଗିରି,୧୩ା୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ପୌର ପରିଷଦ ଅଞ୍ଚଳ କୁମୁଟିଗୁଡ଼ା ପୋଲିଂ କେନ୍ଦ୍ରରେ ଭୋଟ୍ ଦେବା ପାଇଁ ସକାଳ ୭ଟାରେ ମହିଳା ପୁରୁଷ ଭୋଟରଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଥିଲା। କିନ୍ତୁ ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଥିବାରୁ ଭୋଟ୍୍ଦାନ କେନ୍ଦ୍ରରେ ଥିବା…