ହେମନ୍ତଙ୍କ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରେ ମୈଆ ଯୋଜନା ନୂଆଦିଲ୍ଲୀ,୧୨।୧୧: ଝାଡ଼ଖଣ୍ଡ ନିର୍ବାଚନରେ ମାଗଣା ଯୋଜନା ସମସ୍ତ ପାର୍ଟି ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଇବାକୁ ଯାଉଛି। ଓଡ଼ିଶା ମଡେଲରେ ସେଠାରେ ସୁଭଦ୍ରା ଭଳି ‘ଗୋ ଗୋ ଦିଦି’ ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ୨୧୦୦ ଟଙ୍କା ଦେଇ ଭୋଟ ହାତେଇବାକୁ...