ଜୀବନର ଶେଷ ଦୌଡ଼… ପୋଲିସ ନିଯୁକ୍ତି ପାଇଁ ଦୌଡୃୁଥିଲେ ପ୍ରାର୍ଥୀ, ତଳେ ପଡ଼ି ଚାଲିଗଲା ଜୀବନ
ମୁମ୍ବାଇ,୧୧।୨: ମହାରାଷ୍ଟ୍ରର ବିଡ ଜିଲ୍ଲାରେ ପୋଲିସ ନିଯୁକ୍ତି ପ୍ରକ୍ରିୟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଶାରୀରିକ ପରୀକ୍ଷା ପାଇଁ ଏକ ଦୌଡ଼ରେ ଅଂଶଗ୍ରହଣ କରୁଥିବା ଜଣେ ଯୁବକ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଆରେ ପଡ଼ିଗଲେ । ଘଟଣାସ୍ଥଳର ଅଧିକାରୀମାନେ…
ମୃତ୍ୟୁ ପୂର୍ବରୁ ଏହି ବ୍ୟକ୍ତିଙ୍କୁ କଲ୍ କରିଥିଲେ ଅଜିତ ପାୱାର: ଜାଣନ୍ତୁ କ’ଣ ହୋଇଥିଲେ କଥା
ପୁଣେ,୪।୨: ମହାରାଷ୍ଟ୍ରର ବାରାମତୀରେ ଘଟିଥିବା ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କ ଜୀବନ ଯାଇଥିଲା। ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ମୁଖ୍ୟ ଥିଲେ। ଅଜିତ ପାୱାରଙ୍କ ଉପରେ ଅନେକ ଦାୟିତ୍ୱ ଥିଲା, ଯେଉଁଥିରୁ ଗୋଟିଏ ହେଉଛି ଆଗାମୀ…
ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ
ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ ତୀବ୍ର କରିଛି। ସୁନେତ୍ରା ପାୱାର ତାଙ୍କ ସ୍ବାମୀଙ୍କ ଉପ-ମୁଖ୍ୟମନ୍ତ୍ରୀ ପଦବୀ ପୂରଣ କରିବାକୁ…
ପ୍ଲେନ୍ କ୍ରାଶ୍ରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସମେତ ୬ ଜଣଙ୍କ ପରଲୋକ
ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।…
Video Viral: ଘରେ ରଖିଥିବା ହେଲମେଟ୍ ଭିତରୁ ବାହାରିଲା ନାଗ, ଆଉ ତା’ପରେ…
ନୂଆଦିଲ୍ଲୀ,୨।୧: ଦେଶର ଅନେକ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଲୋକମାନେ ଥଣ୍ଡାରେ ବାହାରକୁ ଯିବାକୁ ସଂକୋଚ କରୁଛନ୍ତି। ବାହାରକୁ ପାଦ ଦେବା ମାତ୍ରେ ଶରୀର ଥରିବାକୁ ଲାଗୁଛି। ଏପରି ପରିସ୍ଥିତିରେ, ସରୀସୃପ ମଧ୍ୟ ଉଷ୍ମତା ଖୋଜୁଛନ୍ତି। ମହାରାଷ୍ଟ୍ରର ନାଗପୁରରେ ଏକ…
ଦୁଇ ଦଶନ୍ଧି ଦୁଇଭାଇଙ୍କ ମିଳନ: ଉଦ୍ଧବଙ୍କ ଆଗରେ ରାଜ ଠାକରେ କହିଦେଲେ ମନର କଥା
ମୁମ୍ବାଇ,୫।୭: ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେ ଦୁଇ ଦଶନ୍ଧି ପରେ ମୁମ୍ବାଇରେ ଆୟୋଜିତ ଏକ ମିଳିତ ରାଲିରେ ମଞ୍ଚ ଉପରେ ଏକାଠି ଦେଖା ଦେଇଥିଲେ। ଏହି ଭାବପ୍ରବଣ ମୁହୂର୍ତ୍ତରେ,…
‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇ ଫସିଲେ ଯୁବକ: ଦୋକାନରେ ଚଢିଲା ବୁଲଡୋଜର
ପୁଣେ,୨୫।୨: ୨୩ ଫେବୃଆରୀରେ ଅନୁଷ୍ଠିତ ଭାରତ-ପାକିସ୍ତାନ ମ୍ୟାଚ୍ରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଥିଲା। କିନ୍ତୁ ମ୍ୟାଚ ଦିନ ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାର ମାଲଭାନରେ କିଛି ମୁସଲମାନ ଯୁବକ ଦେଶ ବିରୋଧୀ ସ୍ଲୋଗାନ ଦେଇ ଦଙ୍ଗା ଉସୁକାଇବାକୁ ଚେଷ୍ଟା କରୁଥିବା…
ମହାରାଷ୍ଟ୍ର ସରକାରରେ ପୁଣି ଝଡ଼: ଏକନାଥ ଶିନ୍ଦେ ନେଲେ ବଡ଼ ନିଷ୍ପତ୍ତି
ପୁଣେ,୧୭।୨: ମହାରାଷ୍ଟ୍ରରେ ମହାୟୁତି ସରକାର ଗଠନ ହେବା ପରଠାରୁ ଏକନାଥ ଶିନ୍ଦେ ଏବଂ ଦେବେନ୍ଦ୍ର ଫଡନବିସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ କାହାକୁ ଅଛପା ନାହିଁ। ଶିନ୍ଦେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ଆଶା ରଖିଥିଲେ, କିନ୍ତୁ ଫଡନବିସ ମୁଖ୍ୟମନ୍ତ୍ରୀ ହୋଇ ତାଙ୍କର…
Archives


