ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ର ପରବର୍ତୀ ମୁଖ୍ୟମନ୍ତ୍ରୀ, ଭାଜପା ବରିଷ୍ଠ ନେତା କଲେ ଖୁଲାସା ନୂଆଦିଲ୍ଲୀ, ୧ା୧୨: ବିଧାୟକ ଦଳ ବୈଠକ ପୂର୍ବରୁ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ବଡ ଖୁଲାସା କରିଛନ୍ତି। ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଦଳର ନେତା ଦେବେନ୍ଦ୍ର ଫଡନାଭିସଙ୍କ ନାମ ଚୂଡାନ୍ତ ହୋଇଛି। ପିଟିଆଇ ସହ କଥାବାର୍ତ୍ତା...