ଏହି ମହିଳାଙ୍କ ପାଦ ଛୁଇଁ ସମସ୍ତଙ୍କ ହୃଦୟ ଜିତିଲେ ବିରାଟ କୋହଲି: ଦେଖନ୍ତୁ ଭିଡିଓ ଦୁବାଇ,୧୦।୩: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମ୍ୟାଚ ୪ ଉଇକେଟରେ ଜିତିଛି। ଏହା ସହିତ ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି ଏବଂ ୨୦୧୩ ପରେ, ଭାରତ ପୁଣି ଥରେ ଚାମ୍ପିଅନ୍ସ ଟ୍ରଫିର ରାଜା ପାଲଟିଛି।…