ମହାବିଷୁବ ସଂକ୍ରାନ୍ତିରେ ତୃଷାର୍ତ୍ତଙ୍କୁ ପଣା ବାଣ୍ଟିଲେ ମହିଳା ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ମହାବିଷୁବ ସଂକ୍ରାନ୍ତି ଅବସରରେ ଜିଲା ଚିତ୍ରଗୁପ୍ତ କଲ୍ୟାଣ ସଂଘ ମହିଳା ଶାଖା ପକ୍ଷରୁ ବଲାଙ୍ଗୀର ନରସିଂହ ମନ୍ଦିର ସମ୍ମୁଖ ମୁଖ୍ୟରାସ୍ତା କଡ଼ରେ ସୋମବାର ପଣା ବଣ୍ଟନ କରଯାାଇଛି। ପୂର୍ବାହ୍ନ ୧୦ଟାରୁ ମହିଳାମାନେ ପଣା ବଣ୍ଟନ କରିଥିଲେ।...