ମହାକୁମ୍ଭ ମୋନାଲିସାଙ୍କ ପରେ ମାଘ ମେଳାରେ ଭାଇରାଲ ହେଲେ ଆଉ ଜଣେ ଯୁବତୀ, ଜାଣନ୍ତୁ ସେ କିଏ… ପ୍ରୟାଗରାଜ,୫।୧: ପ୍ରୟାଗରାଜରେ ସଙ୍ଗମ ନଦୀ କୂଳରେ ୨୦୨୬ ମାଘ ମେଳା ସମୟରେ ସୋସିଆଲ ମିଡିଆରେ ଜଣେ ଯୁବତୀ ଭାଇରାଲ ହୋଇଛନ୍ତି। ମହାରାଷ୍ଟ୍ରର ଜଳଗାଓଁ ଜିଲାର ଭୁସାୱଲର ଷୋହଳ ବର୍ଷୀୟ ସୋନି କୁମାରୀ ତାଙ୍କର ହସରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି।…