ରାମଚଣ୍ଡୀ ନୂତନ ମନ୍ଦିର ନିର୍ମାଣକୁ ନେଇ ଅନିଶ୍ଚିତତା: ସରକାର ବଦଳିବା ପରେ କେବଳ ମନ୍ଦିର ନବୀକରଣରେ… ମହାକାଳପଡ଼ା,୯ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ମୌଜାରେ ପ୍ରମୁଖ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିର ରହିଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମନ୍ଦିରକୁ ସୁଉଚ୍ଚ ଭବ୍ୟ ନୂତନ ମନ୍ଦିର ନିର୍ମାଣ ପାଇଁ…