୩୦ ବର୍ଷ ପରେ ମା’ ଦକ୍ଷିଣକାଳୀ ପୀଠରେ ହେଲା ମହାଯଜ୍ଞ ପୁରୁଷୋତ୍ତମପୁର,୧୫ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଜଳେଶ୍ବରଖଣ୍ଡି ଗ୍ରାମ ଋଷିକୂଲ୍ୟା ନଦୀତଟରେ ତାରାତାରିଣୀଙ୍କ ନିକଟରେ ପ୍ରତିଷ୍ଠିତ ଅନ୍ୟତମ ଶକ୍ତିପୀଠ ମା’ ଦକ୍ଷିଣକାଳୀଙ୍କ ପୀଠରେ ଦୀର୍ଘ ୩୦ ବର୍ଷ ପରେ ଅନୁଷ୍ଠିତ ହୋଇଛି ସପ୍ତସତୀ ଚଣ୍ଡୀ ମହାଯଜ୍ଞ। ମନ୍ଦିର ଟ୍ରଷ୍ଟି ସୁଦର୍ଶନ…