Operation Sindoor: ଅପରେଶନ ସିନ୍ଦୂରର ଆଉ ଏକ ଭିଡିଓ ଜାରି କଲା ଭାରତୀୟ ସେନା ନୂଆଦିଲ୍ଲୀ,୧୦।୫: ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଲଞ୍ଚପ୍ୟାଡକୁ ଧ୍ୱଂସ କରିଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ୮ ଏବଂ ୯ ମଇ ୨୦୨୫ ରାତିରେ ନିଆଯାଇଥିଲା, ଯେତେବେଳେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର ଏବଂ ପଞ୍ଜାବର ଅନେକ ସହରରେ ଡ୍ରୋନ ଆକ୍ରମଣ କରିବାକୁ ଘୃଣ୍ୟ...