ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲିରୁ ପାଚିକାଙ୍କ ଶାଢ଼ିରେ ଲାଗିଲା ନିଆଁ ଆନନ୍ଦପୁର,୨୭ା୧୧(ସୁଶାନ୍ତ କୁମାର ସାହୁ): ମଧ୍ୟାହ୍ନଭୋଜନ ପ୍ରସ୍ତୁତି ବେଳେ ଚୁଲି ନିଆଁରୁ ଶାଢ଼ିରେ ନିଆଁ ଲାଗିଯାଇ ପାଚିକା ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି। ପାଚିକା ହେଲେ ଗ୍ରାମର ତଅପୋଇ ପ୍ରଧାନ। ସୂଚନାରୁ ଜଣାପଡ଼ିଛି, କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ହାତୀବନ୍ଧା...