୮୨ ମିନିଟର ରହସ୍ୟମୟ ରାତି! ଆକାଶରେ ଦେଖାଯିବ ଆଲୌକିକ ଦୃଶ୍ୟ, ଲାଲ୍ ଚନ୍ଦ୍ରରେ… ୭ ସେପ୍ଟେମ୍ବର ୨୦୨୫ ଦେଖାଯିବ ଆଲୌକିକ ଦୃଶ୍ୟ। ୮୨ ମିନିଟ ପର୍ଯ୍ୟନ୍ତ ଦେଖାଯିବ ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ। ଅନ୍ଧାର କିଟମିଟ ଆକାଶରେ ଲାଲ୍ ଦେଖାଯିବ ଚନ୍ଦ୍ର। ସେହି ସମୟରେ, ଶନି ଗ୍ରହ ମଧ୍ୟ ପୂର୍ଣ୍ଣ ଦୃଶ୍ୟମାନ ହେବ। ଏହି ବିରଳ…