ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ, ତା’ପରେ ଯାହା ହେଲା… ଲକ୍ଷ୍ନୌ ,୬।୩: ରେଲଓ୍ବେରେ ଅସୁସ୍ଥତା ଛୁଟି ମନା କରିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଲକ୍ଷ୍ନୌ ରେଳ ଡିଭିଜନ ମଧ୍ୟରେ ଏହି ଘଟଣା ଘଟିଛି, ଯେଉଁଠାରେ ଜଣେ ଲୋକୋ ପାଇଲଟ ପାଇଲ୍ସ ଅସ୍ତ୍ରୋପଚାର କରିବା ପରେ ମଧ୍ୟ ଛୁଟି ଦିଆଯାଇନଥିଲା।…