ବଡ଼ ଅପରାଧ କରିଦେଲେ ରିଷଭ ପନ୍ତ: ୩୦ ଲକ୍ଷ ଟଙ୍କା ଜରିମାନା ନୂଆଦିଲ୍ଲୀ,୨୮।୫: ଆଇପିଏଲ୍ ଚଳିତ ସିଜିନର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତ ଆରସିବି ବିପକ୍ଷରେ ୧୧୮ ରନ୍ର ଏକ ଚମତ୍କାର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍ରେ ସେ ‘ଫ୍ଲିପ’ କରି ତାଙ୍କର ଶତକ...