ଡିସେମ୍ବର ୧ରୁ ଶସ୍ତା ହୋଇଯିବ ଏଲପିଜି ଗ୍ୟାସ୍, ଜାଣନ୍ତୁ ନୂଆ ରେଟ୍… ନୂଆଦିଲ୍ଲୀ,୨୮।୧୧: ପ୍ରତି ମାସର ପ୍ରଥମ ଦିନକୁ ଏଲପିଜି ସିଲିଣ୍ଡର ମୂଲ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ କୁହାଯାଏ। ଡିସେମ୍ବର ୧ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଏହି ପରିମାଣର ହ୍ରାସ...