LPG Cylinder Price: ବଜେଟ ପୂର୍ବରୁ ବଢିଲା ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ,୧।୨: ରବିବାର (୧ ଫେବୃଆରୀ) କେନ୍ଦ୍ର ବଜେଟ ଉପସ୍ଥାପନ ପୂର୍ବରୁ, ସରକାର ସାଧାରଣ ଜନତା ଏବଂ ବ୍ୟବସାୟ ଉଭୟଙ୍କୁ ଏକ ଝଟକା ଦେଇଛନ୍ତି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ୧୯ କିଲୋଗ୍ରାମର ବାଣିଜି୍ୟକ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୫୦ଟଙ୍କା ବୃଦ୍ଧି କରିଛନ୍ତି।…
ସେପ୍ଟେମ୍ବର ୨୨ରୁ ଶସ୍ତା ହୋଇଯିବ LPG ସିଲିଣ୍ଡର? ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୧୯।୯: ସାମ୍ପ୍ରତିକ ଜିଏସଟି ପରିଷଦ ବୈଠକ ପରେ, ଜିଏସଟି ହାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇଛି। ଏହା ଫଳରେ ସାମ୍ପୁ, ସାବୁନ, ଶିଶୁ ଉତ୍ପାଦ, ସୱାସ୍ଥ୍ୟ ପାନୀୟ ଏବଂ ଅନ୍ୟାନ୍ୟ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ଶସ୍ତା ହେବ। ଏବେ…


