‘ଓଜନ କମାଅ, ମୋଟା ଅଙ୍କ ନିଅ…’, କମ୍ପାନୀ ଦେଉଛି ଏମିତି ଅଫର! ବେଜିଂ: ଚାଇନାର ଏକ କମ୍ପାନୀ ତାର କର୍ମଚାରୀମାନଙ୍କୁ ଓଜନ ହ୍ରାସ କରିବାକୁ ଉତ୍ସାହିତ କରିବା ପାଇଁ ଏକ ଚ୍ୟାଲେଞ୍ଜ ଆୟୋଜନ କରିଛି। ଏହି ଚ୍ୟାଲେଞ୍ଜରେ, ଓଜନ ହ୍ରାସ କରିଥିବା ଜଣେ କର୍ମଚାରୀ ୨,୮୦୦ ଡଲାର (ପ୍ରାୟ ୨.୫ ଲକ୍ଷ ଟଙ୍କା) ପାଇଲେ।…