ଲୋକପାଳଙ୍କ ପାଇଁ BMW କାର୍ କିଣିବାକୁ ଟେଣ୍ଡର, ଦୁର୍ନୀତି ବିରୋଧୀ ସଂସ୍ଥା ପାଇଁ ଦାମୀ କାର୍ କିଣାକୁ ନେଇ ବିବାଦ ନୂଆଦିଲ୍ଲୀ,୨୧।୧୦: ଦୁର୍ନୀତି ନିବାରଣ ସଂସ୍ଥା ‘ଲୋକପାଳ’ ପାଇଁ ୭ଟି ବିଳାସପୂର୍ଣ୍ଣ BMW 330 Li (Long Wheel Base) କାର୍ କିଣିବାକୁ ସାର୍ବଜନୀନ ଟେଣ୍ଡର ଆହ୍ୱାନ କରାଯାଇଛି। ଅକ୍ଟୋବର ୧୬ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଟି BMW କାର୍ର…