ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ ନୂଆଦିଲ୍ଲୀ ,୨୩।୧୨: ଲୋକସଭା ନିର୍ବାଚନ ଆଉ କିଛିମାସ ବାକି ଥିବା ବେଳେ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟଳୟରେ ବସିଥିବା ଏକ ରୁଦ୍ଧଦ୍ବାର ବୈଠକରେ ୨୦୨୪ ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ…