Lockdown in Pakistan: ଭାରତର ଇସଲାମାବାଦ, ଲାହୋର, ସିଆଲକୋଟରେ ବଡ଼ ଧରଣର ଆକ୍ରମଣ
ନୂଆଦିଲ୍ଲୀ,୮।୫: ଭାରତ ଗୁରୁବାର ଇସଲାମାବାଦ, ଲାହୋର ଏବଂ ସିଆଲକୋଟରେ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିବା ପରେ ପାକିସ୍ତାନ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି। ଗୁରୁବାର ରାତିରେ, ପାକିସ୍ତାନ ଦ୍ୱିତୀୟ ରାତି ପାଇଁ, ଆତଙ୍କବାଦୀ ରାଷ୍ଟ୍ର ପାକିସ୍ତାନ...


