ଦିଗପହଣ୍ଡିରେ କ୍ରିକେଟ୍ ଟୁର୍ନାମେଣ୍ଟ ଉଦ୍ଘାଟିତ
ଦିଗପହଣ୍ଡି,୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆଠାରେ ଗୁରୁବାର ଦିଗପହଣ୍ଡି କ୍ରିକେଟ ଟୁର୍ନାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ସ୍ଥାନୀୟ ଗ୍ରାଉଣ୍ଡ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଟୁର୍ନାମେଣ୍ଟ ଉଦଘାଟନୀ ସମାରୋହରେ ଭାଜପା ରାଜ୍ୟପରିଷଦ ସଦସ୍ୟ ପରେଶ ଚନ୍ଦ୍ର…
ଟାଙ୍ଗୀ ଖବରଦାତା ସଂଘ ପାଳନ କଲା ଶ୍ରମିକ ଦିବସ
ନିରାକାରପୁର, ୧।୫(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ସ୍ଥିତ ଶ୍ରୀରାମ ମନ୍ଦିରରେ ଥିବା ପାଠାଘର କକ୍ଷରେ ଗୁରୁବାର ଟାଙ୍ଗୀ ବ୍ଲକ ଖବରଦାତା ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଂଘ ସଭାପତି…
‘ଶ୍ରମିକମାନେ ସମାଜର ପ୍ରମୁଖ ଅଙ୍ଗ’
ଦିଗପହଣ୍ଡି,୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗୁରୁବାର ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ କୋର୍ଟ ପରିସରରେ ଓକିଲ ସଂଘର ଉପସଭାପତି ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ସଚେତନତା ସଭାରେ…
ପୁରୁଷୋତ୍ତମପୁର ଏସ୍ଡିପିଓଙ୍କ ନିଆରା ପଦକ୍ଷେପ, ସାଧାରଣରେ ପ୍ରଶଂସା
ପୁରୁଷୋତ୍ତମପୁର,୧।୫(ସିମାଞ୍ଚଳ ମିଶ୍ର): ସମାଜରେ ଘଟି ଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ କିଭଳି ରୋକାଯାଇ ପାରିବ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଯୋଗୁ ଲୋକେ ପୋଲିସକୁ ବନ୍ଧୁ ଭାବରେ ଗ୍ରହଣ କରିବେ। ଏହାଦ୍ବାରା ଅପରାଧିଙ୍କ ଗତିବିଧିର ସୁରାକ ପୋଲିସକୁ ସହଜରେ ମିଳିପାରିବା ସହ ସମାଜରେ…
ଏସ୍ଏସ୍ଡି ବିଦ୍ୟାଳୟ ଶ୍ରେଣୀଗୃହରୁ ୨୦ ଫୁଟ ଲମ୍ବ ବିରାଟକାୟ ଅହିରାଜ ଉଦ୍ଧାର
ଗଜପତି,୩୦।୪ (ଗିରିଧାରୀ ପରିଚ୍ଛା): ଗଜପତି ଜିଲା ରାୟଗଡ଼ ବ୍ଲକ ଏସ୍ଏସ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ବୁଧବାର ସାରେ ପ୍ରାୟ ୨୦ ଫୁଟ ଲମ୍ବର ଏକ ବିରାଟକାୟ ଅହିରାଜ ସାପ ଉଦ୍ଧାର ହୋଇଛି l ଗଞ୍ଜାମ ଜିଲା ଚିକିଟିର ସ୍ନେକ ହେଲ୍ପଲାଇନର…
ନିଃଶୁଳ୍କ ପରୀକ୍ଷାଗାରରେ ହେଉନାହିଁ ଶିକଲ୍ ସେଲ୍ର ପରୀକ୍ଷା; ଅସୁବିଧା ଭୋଗୁଛନ୍ତି ଛାତ୍ରୀଛାତ୍ର-ରୋଗୀ
ଦାରିଙ୍ଗବାଡି, ୧।୫ (ଅରୁଣ ସାହୁ )-ଏବେ ବିଦ୍ୟାଳୟରେ ନାମ ଲେଖା ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କ ଛାତ୍ରବାସରେ ରହଣି ପାଇଁ ଶିକଲ୍ସେଲ୍ର ପରୀକ୍ଷା ରିପୋର୍ଟ ଆବଶ୍ୟକ ପଡୁଛି। କିନ୍ତୁ ଗତ ଏକ ମାସ ହେଲା ଏହି ରୋଗର ନିଦାନ ହେଉ…
ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ
ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧ ଦିନ ବ୍ୟାପୀ ଚନ୍ଦନ ମଣ୍ଡପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳଚହଳ ଲାଗି ରହିବ। ଚନ୍ଦନ…
ନୂଆଗଡ ଡେଙ୍ଗାପଦର ରାସ୍ତା କାମ ନିମ୍ନମାନର, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମିତିସଭ୍ୟ
ଭଞ୍ଜନଗର,୨୯ା୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧୀନରେ ଥିବା ନୂଆଗଡ ଭାୟା ବିରିପୁର ଡେଙ୍ଗାପଦର ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ହେଉଛି। ତେବେ ହେଉଥିବା ଏହି ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ…
ବୁଦାମୂଳେ ପଡ଼ିଛି ମଲା ଗୋରୁର କଟାଗୋଡ଼
ଭଞ୍ଜନଗର,୨୯ା୪(ବାବୁଲା ପ୍ରଧାନ): ତାରସିଂ ଥାନା ଅନ୍ତର୍ଗତ ବଦାଙ୍ଗୀରେ ସୋମବାର ଏକ ମଲା ଗୋରୁର କଟାଗୋଡ଼ ବୁଦାମୂଳେ ପକାଇ ଅନ୍ୟ ଅଂଶକୁ କିଏ ନେଇଯାଇଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମଲା ଗୋରୁଟିକୁ କେହି ଖାଇବା ଉଦ୍ଦେଶ୍ୟରେ ନେଇଥିବା ଆଶଂକା କରାଯାଉଛି। ଏହି…
୧ରୁ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା, ରାମେଶ୍ୱର ଘାଟରୁ ଆସିଲା ପାଣିଭାର
ଗଞ୍ଜାମ,୨୯।୪(ବିଦ୍ୟାଧର ସାହୁ): ଆସନ୍ତା ୧ରୁ ଆରମ୍ଭ ହେବ ମା’ ଶୀତଳା ଠାକୁରାଣୀଙ୍କ ଯାତ୍ରା l ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ସମଗ୍ର କାଇଁଚପୁର ଅଞ୍ଚଳ l ଏକ ମାସ ପୂର୍ବରୁ ଏହାର ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି l ପୂର୍ବରୁ ଗ୍ରାମର…
ବାହାଘରରେ ଯୋଗ ଦେବାକୁ ଯାଉଥିଲେ, ହାଇଓ୍ବା ସହ ଧକ୍କାରେ ଚାଲିଗଲା ୪ ବର୍ଷ ପୁଅର ଜୀବନ; ମା’ବାପାଙ୍କ ସହ ୩ ଗୁରୁତର
ବଲାଙ୍ଗୀର,୨୭।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼-ଘସିଆନ-ଲରମ୍ଭା ରାସ୍ତାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବାକୁ ପଛପଟୁ ଏକ ବାଇକ ଧକ୍କା ଦେବା ଫଳରେ ବାଇକରେ ବସିଥିବା ଜଣେ ବାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଳକ ହେଉଛନ୍ତି…
ଗଞ୍ଜାମରେ ଚାଞ୍ଚଲ୍ୟ: ୨ ଭାଇଙ୍କୁ ପିଟିପିଟି ହତ୍ୟା କରି ଶାଳବଣ ଜଙ୍ଗଲରେ ଜାଳିଦେଲେ
ବେଗୁନିଆପଡା,୨୭।୪(ସୁଶାନ୍ତ ପଟ୍ଟନାୟକ): ପୁଣି ଅଶାନ୍ତ ହେଲା ଗଞ୍ଜାମ। ଜିଲାରୂ ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ରବିବାର ଦୁଇ ଭାଇଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଛି। ପୂର୍ବ ଶତ୍ରୁତାରୁ ସେମାନଙ୍କୁ ପିଟିପିଟି ହତ୍ୟା କରିବା ପରେ ଜାଳି ଦେବାକୁ ଚେଷ୍ଟା କରାଯାଇଥିବା…
Archives


