ମିଥ୍ୟା ସତ୍ୟପାଠ ଦାଖଲକରି ପଦ ହରାଇଲେ ମାର୍ଲାଙ୍ଗା ସରପଞ୍ଚ
କୋଟଗଡ଼,୧୩ା୧୧ (ସରୋଜ ବଳିୟାରସିଂ): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ମାର୍ଲାଙ୍ଗା ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ୨୦୨୨ରେ ପଞ୍ଚାୟତ ନିର୍ବାଚନ ବେଳେ ଅଶୋକ ମୁଠା ମାଝୀଙ୍କର ୨ରୁ ଅଧିକ ପିଲା ଥିବାବେଳେ ମାତ୍ର ୨ଜଣ ସନ୍ତାନ ଥିବାକଥା ମିଥ୍ୟାରେ ଉଲ୍ଲେଖ…
ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା: ସେମିଫାଇନାଲରେ…
ବରଗଡ଼,୧୩।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ ବରହାଗୋଡା ଫୁଟବଲ୍ ପଡିଆରେ ବୁଧବାର ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକ ସାଧୁ ନେପାକ, ନଥୁରମ୍ ଶେଠ୍ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସାଇ ଇଲେଭେନ…
ଶ୍ରୀଅନ୍ନ ଯୋଜନାରେ ଉଦ୍ଘାଟନ ହେଲା ମାଣ୍ଡିଆ ରଥ
ଦାରିଙ୍ଗବାଡ଼ି,୧୩ା୧୧ (ଅରୁଣ ସାହୁ): ଶ୍ରୀଅନ୍ନ ଯୋଜନାରେ ମାଣ୍ଡିଆ ଚାଷ ଓ ମାଣ୍ଡିଆ ଖାଦ୍ୟକୁ ବହୁଳ ପରିମାଣରେ ବ୍ୟବହାର କରିବା ଲକ୍ଷ୍ୟରେ ଏକ ସଚେତନତା ରଥକୁ ଗୁରୁବାର ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଉଦ୍ଘାଟନ କରାଯାଇଛି। ଏହାକୁ ଗୋଷ୍ଠୀ କୃଷି ଅଧିକାରୀ ସୀତାଂଶୁ…
ପୂରଣ ହେବ ଦୀର୍ଘ ଦିନର ସ୍ବପ୍ନ: ଜୁନାଗଡ଼ ରୋଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେଲା ଇସ୍ପାତ ଟ୍ରେନ
ଭବାନୀପାଟଣା,୧୩।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି। କାରଣ ଇସ୍ପାତ ଏକ୍ସପ୍ରେସ ଟ୍ରେନ ଜୁନାଗଡ଼ ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବା ନେଇଁ ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…
ଦିଗପହଣ୍ଡି ସହରରେ ଛିନତାଇ ମାମଲା: ନାବାଳକଙ୍କ ସମେତ ୨ ଅଭିଯୁକ୍ତ କୋର୍ଟଚାଲାଣ
ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଗତ କିଛିଦିନ ଧରି ଆତଙ୍କ ସୃଷ୍ଟି କରୁଥିବା ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଜଣେ ନାବାଳକଙ୍କ ସମେତ ୨ ଅଭିଯୁକ୍ତଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା…
ଇନଷ୍ଟାଗ୍ରାମରୁ ପ୍ରେମ, ଲଜ୍ରେ କଲେଜ ଛାତ୍ରୀଙ୍କୁ ବଳାତ୍କାର; ଘରୁ ସୁନା-ଟଙ୍କା ଆଣିବାକୁ କହି…
ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ କଲେଜ ଛାତ୍ରୀଙ୍କୁ ପ୍ରଲୋଭିତ କରି ଲଜ୍ରେ ରଖି ବଳାତ୍କାର କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ବ୍ରହ୍ମପୁର ବଡ଼ବଜାର ପୋଲିସ ବାନ୍ଧିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ତିରୁପତି ନଗର ୪ର୍ଥ ଲାଇନ୍ରେ ରହୁଥିବା…
ସମ୍ବଲପୁରୀ ବସ୍ତ୍ରାଳୟରେ ବିଦେଶିନୀ: ରଙ୍ଗଘର ପରିଦର୍ଶନ, କିଣିଲେ ସମ୍ବଲପୁରୀ ବସ୍ତ୍ର
ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରସ୍ଥିତ ସମ୍ବଲପୁରୀ ବସ୍ତ୍ରାଳୟକୁ ବୁଧବାର ବିଦେଶ ଇଂଲଣ୍ଡରୁ ୮ଜଣ ମହିଳା ଆସିଥିଲେ। ସେମାନେ ସମ୍ବଲପୁରୀ ବସ୍ତ୍ରାଳୟର ରଙ୍ଗଘର ପରିଦର୍ଶନ କରି ସୂତାର ରଙ୍ଗ ପ୍ରଣାଳୀ ଦେଖିଥିଲେ । ଏହା ସହିତ ବନ୍ଦେ ମାତରମ୍ ଡିଜାଇନର ଲୁଗା ବୁଣା…
ଫେସ୍ବୁକ୍ରେ ରାୟଗଡ଼ା ଜିଲାପାଳଙ୍କ ନାଁରେ ନକଲି ଆକାଉଣ୍ଟ,ପୋଲିସକୁ ସୂଚନା ଦେଲେ…
ରାୟଗଡ଼ା,୧୨।୧୧(ଆଶିଷ ରଞ୍ଜନ ପଣ୍ଡା): ସାଇବର ଅପରାଧୀମାନେ ରାୟଗଡ଼ା ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ନାଁରେ ଏକ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲି ଜିଲାର ଜନସାଧାରଣଙ୍କୁ ଭୁଆଁ ବୁଲାଉଛନ୍ତି। ରାୟଗଡ଼ା ସହରର ଜଣେ ଯୁବକ ଅଂଶୁମାନ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଅଂଶୁମାନଙ୍କ…
ଠିକାକାମକୁ ନେଇ ଗୋଷ୍ଠୀ ସଂଘର୍ଷ: ଜେଲ ଗଲେ ସରପଞ୍ଚଙ୍କ ସ୍ବାମୀ ସମେତ ଅନ୍ୟଜଣେ…
ଦିଗପହଣ୍ଡି,୧୨ା୧୧(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକାକାମକୁ ନେଇ ଦୀର୍ଘଦିନ ଧରି ଭାଜପା ସମର୍ଥିତ ୨ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବାଦ ବିବାଦ ୫ ତାରିଖ ସକାଳେ…
ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ: ସେମି ଫାଇନାଲରେ ପାତିକରପାଲି
ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ ବରହାଗୋଡା ଫୁଟବଲ୍ ପଡିଆରେ ବୁଧବାର ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକ ସାଧୁ ନେପାକ, ନଥୁରମ୍ ଶେଠ୍ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସାଇ ଇଲେଭେନ…
ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଖବରଦାତା ସମ୍ମିଳନୀ, ନଭେମ୍ବର ୩୦ରେ …
କେସିଙ୍ଗା,୧୨।୧୧(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସରକାରୀ ବିଦ୍ୟାପୀଠର ସଭାଗୃହରେ ଅନୁଷ୍ଠାନର ସଭାନେତ୍ରୀ ଜାଜ୍ଞସେନୀଙ୍କ ନେତୃତ୍ବରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୩୦ରେ ୩୭ ତମ ରାଜ୍ୟସ୍ତରୀୟ ଶିଳ୍ପୀ…
ଜଙ୍ଗଲରେ ଚଳାଇଥିଲେ ବେଆଇନ କାରବାର, ଅତର୍କିତ ଚଢ଼ାଉ କରି ଅବକାରୀ ବିଭାଗ…
ମୋହନା, ୧୨।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅବକାରୀ ବିଭାଗ ଅତର୍କିତ ଭାବେ ଚଢ଼ାଉ କରି ଦେଶୀ ମହୁଲି ମଦ ଓ ପୋଚ଼ ଜବତ କରିଛି। ବୁଧବାର ଘଟଣାସ୍ଥଳରେ ପୋଚ଼ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ମୋହନା ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ…
Archives


