Local News

ସରକାରୀ ଜମିରେ ବେଆଇନ ଭାବେ ଗୃହ ନିର୍ମାଣ, ମୋହନା ତହସିଲ କାର୍ଯ୍ୟାଳୟକୁ ଘେରିଲେ ପଞ୍ଚାୟତବାସୀ

ମୋହନା,୨୦।୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ କର୍ଚ୍ଚବାଡି ଗ୍ରାମ ପଞ୍ଚାୟତର ଶୁଖିଲା ଆମ୍ବ ଛକରେ ଜୋର୍‌ ଜବରଦସ୍ତ ଭାବେ ବାସଗୃହ ନିର୍ମାଣକୁ ନେଇ ମୋହନା ତହସିଲଦାରଙ୍କୁ…

7 months ago

ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି ଓ ଏଆଇୟୁଟିୟୁସି

ବଲାଙ୍ଗୀର,୨୦।୫(ସୁନିଲ ମହାନ୍ତି): ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ବାଧୀନ ଫେଡେରେଶନ ଆହ୍ବାନରେ ଦେଶ ବ୍ୟାପି ବିକ୍ଷୋଭ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଏଆଇଟିୟୁସି ଓ ଏଆଇୟୁଟିୟୁସି…

7 months ago

ଆମେରିକା ଯିବ ବ୍ରହ୍ମପୁରର ମସଲା ଏବଂ ଇଥାନଲ ନମୁନା

ବ୍ରହ୍ମପୁର,୨୦ା୫(ଅଶୋକ କୁମାର ସାହୁ): ଆସନ୍ତା ୨୯ ତାରିଖରେ ଆମେରିକାର ଡଲାସ ସହରରେ ଅନ୍ତର୍ଜାତୀୟ ଜୁନିକର୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେଠାରେ ଗଞ୍ଜାମ ଜିଲା ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ…

7 months ago

ଭଞ୍ଜନଗରରେ ତ୍ରିରଙ୍ଗା ଶୋଭାଯାତ୍ରା,ସାମିଲ ହେଲେ ସବୁ ବର୍ଗର ଲୋକେ

ଭଞ୍ଜନଗର,୧୫।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗୁରୁବାର ଭାରତୀୟ ଯବାନଙ୍କ ପରାକ୍ରମକୁ ଦର୍ଶାଇ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାଉଁଶଲୁଣ୍ଡି…

7 months ago

ସହି ପାରିଲେନି ସ୍ତ୍ରୀଙ୍କ ମୃତ୍ୟୁ, ଜଳଖିଆରେ ପୁଅ ଝିଅଙ୍କୁ ବିଷ ଦେଇ ଆତ୍ମହତ୍ୟା କଲେ ବାପା

ଗଜପତି,୧୪ା୫(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…

7 months ago

ଦାରୁଦିଅଁଙ୍କୁ ଅସମ୍ମାନ: ବୈତରଣୀ ନଦୀକୂଳରେ ପକାଇ ପଳାଇଲେ

ପାଟଣା,୧୪ା୫(ବୀରକିଶୋର ଦାଶ): ପୁଣି ଦାରୁଦିଅଁଙ୍କୁ ଅସମ୍ମାନ କରାଯାଇଛି। ଜଗତର ନାଥ ଜଗନ୍ନାଥଙ୍କୁ ଅଲୋଡ଼ାଭାବେ ନଦୀକୂଳରେ ପକାଇ ଦିଆଯାଇଛି। ଏଭଳି ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ବ୍ଲକ୍‌…

7 months ago

ଛାତିରେ ଯନ୍ତ୍ରଣା ହେଉଥିଲା, ଡାକ୍ତରଖାନା ବଦଳରେ ଗୁଣି ଗାରେଡିକୁ ଭରସା; ଗର୍ଭସ୍ଥ ଶିଶୁ ସହ ମହିଳା ମୃତ

ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳିପଶି ପଞ୍ଚାୟତ ଉପାନ୍ତ ଅଞ୍ଚଳ ରୁଢ଼ଇପଡା ଗ୍ରାମର ରଞ୍ଜନ ବେଣ୍ଟ କାରଙ୍କ ସ୍ତ୍ରୀ ଭବାନୀ ନାଏକ (୨୦)ଙ୍କର…

7 months ago

ଜଙ୍ଗଲରେ ପ୍ରସ୍ତୁତ ହେଉଥିଲା ଦେଶୀ ମଦ: ଅତର୍କିତ ଚଢ଼ାଉ କରି ମଦ ପୋଚ୍‌ ଜବତ, ୪ଜଣଙ୍କ ନାମରେ ମାମଲା

ଦିଗପହଣ୍ଡି,୧୪।୫(ଅଶେଷ ନାଥ ମିଶ୍ର): ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ଦେଶୀ ମଦ। ପାଟ୍ରୋଲିଂ କରୁଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲା ଦିଗପହଣ୍ଡି ପୋଲିସ। ଘଟଣାରେ ୮ ଶହ ଲିଟର…

7 months ago

ପୁରୁଷୋତ୍ତମପୁରରେ ରାସ୍ତା ନିର୍ମାଣକୁ ନେଇ ଦୁଇ ବିଭାଗ ମଧ୍ୟରେ ରହୁନି ତାଳମେଳ,ଲୋକେ ହନ୍ତସନ୍ତ

ପୁରୁଷୋତ୍ତମପୁର,୧୪।୫ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ  ପୂର୍ତ୍ତବିଭାଗ (ପିଡବ୍ଲୁଡି) ଓ ଜନସ୍ବାସ୍ଥ୍ୟ ବିଭାଗ(ପିଏଚ୍‌ଡି) ମଧ୍ୟରେ ସାମଞ୍ଜସ୍ୟ ଅଭାବରୁ ଏକପ୍ରକାରର ବିବାଦୀୟ ପରିସ୍ଥିତି ଉପୁଜିଛି। ଫଳରେ…

7 months ago

ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଲୋକକଳା ସ୍ଥାନିତ, ଖୁସିବ୍ୟକ୍ତ କରୁଛନ୍ତି ଭକ୍ତ

ଗଞ୍ଜାମ,୬।୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ପାଳିବନ୍ଧ ଗ୍ରାମରେ ମା’ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଛି । ଏହି ଉପଲକ୍ଷେ…

7 months ago

କାଲି ୪ଟାରେ ଓଡ଼ିଶାର ଏସବୁ ସ୍ଥାନରେ ବାଜିବ ସାଇରନ୍‌, ଜାଣନ୍ତୁ  କ’ଣ କହିଲେ ଅଗ୍ନିଶମ ଡିଜି?

ଭୁବନେଶ୍ୱର,୬।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବାଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ପହଲଗାମ…

7 months ago

ବିଷାକ୍ତ ବଣ ଛତୁ ଖାଇ ଅଚେତ ହୋଇଗଲେ, ଜଣେ ଗୁରୁତର

ମୋହନା,୫।୫(ମନ୍ମଥ ମିଶ୍ର): ବିଷାକ୍ତ ଛତୁ ଖାଇ ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜ଼ିଲା ଅଡବା ଥାନା ପାଣିଗଣ୍ଡା ଗ୍ରାମରେ। ସୂଚନାନୁଯାୟୀ, ସୋମବାର…

7 months ago