ନୂତନ ଅବକାରୀ ନୀତି ପାଇଁ ୨୦୦୦ କୋଟି ରାଜସ୍ୱ କ୍ଷତି ସହିଛନ୍ତି ସରକାର: CAG ରିପୋର୍ଟ ନୂଆଦିଲ୍ଲୀ,୨୫।୨: ମଙ୍ଗଳବାର ଦିଲ୍ଲୀ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ, ଦିଲ୍ଲୀ ଅବକାରୀ ଦୁର୍ନୀତି ଉପରେ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ସିଏଜି ରିପୋର୍ଟକୁ ଗୃହରେ ଉପସ୍ଥାପନ କରିଛନ୍ତି। ଅବକାରୀ ନୀତି ଉପରେ ଏହି...