ଚୀନ୍ ସୀମା ଜଗିବାକୁ ଆହୁରି ୧୦,୦୦୦ ସୈନିକ ପଠାଇଲା ଭାରତ ନୂଆଦିଲ୍ଲୀ,୭ା୩: ଚୀନ୍ ସହିତ ବିବାଦୀୟ ସୀମାକୁ ମଜବୁତ କରିବା ପାଇଁ ଭାରତ ୧୦ ଆଉ ହଜାର ସୈନିକଙ୍କୁ ସୀମାକୁ ପଠାଇଛନ୍ତି। ଏହା ସହିତ ବେଜିଂ ସହିତ ସମ୍ପର୍କକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶର ପଶ୍ଚିମ ସୀମାରେ ପୂର୍ବରୁ ନିଯୁକ୍ତ...