ବଜ୍ରପାତରେ ଟଳିପଡ଼ିଲେ ଶ୍ରମିକ, ୩ ଆହତ
ନିରାକାରପୁର,୨୯ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଜଟଣୀ…
ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ରୁ ଉର୍ଦ୍ଧ ମୃତ; ୪ ଲକ୍ଷ ଟଙ୍କା ସହାୟତା ଘୋଷଣା, ଆହତଙ୍କୁ ମାଗଣା ଚିକିତ୍ସା
ଭୁବନେଶ୍ୱର,୨୧।୮: ଆଜି ରାଜ୍ୟର ୪ଟି ଜିଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା…
ପୁରୀରେ ପ୍ରବଳ ବର୍ଷା ଘଡ଼ଘଡ଼ି ସହ ବଜ୍ରପାତ: ଜଣେ ମହିଳାଙ୍କ ଜୀବନ ଗଲା, ୮ ଆହତ
ପୁରୀ,୧୨ା୮: ପୁରୀରେ ସୋମବାର ପ୍ରବଳ ବର୍ଷା, ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି। ଫଳରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଛଇତନା ଭୋଇସାହିରେ ଏହି ବଜ୍ରପାତ ଘଟିଛି। ତେବେ ସମସ୍ତ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ…
ଚାଷକାମ ସାରି ଘରକୁ ଫେରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଚାଷୀଙ୍କ ଜୀବନ
ଖୋର୍ଦ୍ଧା,୩୦ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବ୍ଲକ ପୁବୁସାହି ପଞ୍ଚାୟତ ଜୟମଙ୍ଗଳ ଗ୍ରାମରେ ରବିବାର ଏକ ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ବୟ ହେଲେ ନାରଣ ପ୍ରଧାନ(୬୨) ଓ ସରୋଜ ଜେନା(୪୨)। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି…
ବଜ୍ରପାତରେ ୩ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୬ା୬: ବରଗଡ଼ ଜିଲା ପଦ୍ମପୁର ଖଲିଆପଲି ପଞ୍ଚାୟତ ଦୁଆନଡିହି ଗାଁରେ ବଜ୍ରପାତ ଯୋଗୁ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା…
ଘର ବାରଣ୍ଡାରେ ବସିଥିବା ବେଳେ ହେଲା ବଜ୍ରପାତ: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର
ଦିଗପହଣ୍ଡି,୧୫ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଝାଟିପିଟିଆ ଗ୍ରାମ ଦଳିତ ସାହିରେ ବଜ୍ରପାତ ଘଟିବାରୁ ଜାନକୀ ନାଇକ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ଏବଂ ତାଙ୍କ ଜ୍ବାଇଁ ଟୁକୁନା ନାଇକ ଗୁରୁତର ଅବସ୍ଥାରେ ଚିକିତ୍ସିତ…
ଗଛତଳେ ଆଶ୍ରୟ ନେଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଯୁବକଙ୍କ ଜୀବନ
କୋକସରା,୨୯ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଧଅଁରପୁର ପଞ୍ଚାୟତ ତେନ୍ତୁଳିପଡ଼ାରେ ବଜ୍ରପାତ ଘଟି ଦୁଇ ଯୁବକଙ୍କ ଜୀବନ ଯାଇଛି। ଧଅଁରପୁର ଗ୍ରାମକୁ ମିସ୍ତ୍ରୀ କାର୍ଯ୍ୟ କରି ବୁଧବାର ସନ୍ଧ୍ୟାରେ ଫେରୁଥିବା ସମୟରେ ଝଡ଼ ତୋଫାନ, ଘଡ଼ଘଡ଼ି, ବିଜୁଳି ହେବାରୁ…
ବଜ୍ରପାତରେ ବିଲ ହିଡ଼ରେ ଟଳିପଡ଼ିଲେ ବୃଦ୍ଧ
ହାଟଡିହୀ,୧୧ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିବରେଇ ପଞ୍ଚାୟତ ସାରୁକୋଣା ଶାସନର ଦେହୁରୀ ସାହି ପଦୁ ପ୍ରଧାନ (୬୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି l ପଦୁ ଅପରାହ୍ନରେ ଛେଳି ଚରାଇ ଘରକୁ ଫେରୁଥିଲେ। ହଠାତ୍ କାଳବୈଶାଖୀ ଆସିଥିଲା। ବର୍ଷା ପବନ…
ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା
ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ମୃତା ମା’ ହେଲେ ଶଶିରେଖା ବାରିକ(୫୫) ଓ ପୁଅ ରବୀନ୍ଦ୍ର (୨୫)। ସୂଚନାନୁଯାୟୀ, ଆଜି…
ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ମିିଳିଥିବା ସୂଚାନୁଯାୟୀ, ଜିଲାର ବନ୍ଧୁଗାଁ ବ୍ଲକର କାବେରିବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡିମିଟିଗୁଡ଼ାରେ ଆଜି ଅପରାହ୍ନରେ…
Archives


