ଖାମେନେଇଙ୍କ ଫଟୋକୁ ସିଗାରେଟ ଜଳାଇ ନିଆଁ ଲଗାଇଥିବା ଯୁବତୀ ଏବେ ଖୁବ ଖୁସି କାହିଁକି? ଭାଇରାଲ ହେଉଛି ଭିଡ଼ିଓ ତେହରାନ,୧।୩: ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଆମେରିକା-ଇସ୍ରାଏଲ ମିଳିତ ଆକ୍ରମଣରେ ମୃତ୍ୟୁ ଘଟିଛି। ଇରାନରେ ଅଶାନ୍ତି ମଧ୍ୟରେ, ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ଜଣେ ମହିଳା ଖାମେନେଇଙ୍କ ଫଟୋ ଜାଳି ସେଥିରୁ ସିଗାରେଟ ଜାଳିଥିବାର ଦେଖାଯାଇଛି। ଖାମେନେଇଙ୍କ…