୩୩ ଜୀବନ ରକ୍ଷାକାରୀ ଔଷଧ ଉପରେ ଶୂନ୍ୟ GST, ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା ନୂଆଦିଲ୍ଲୀ,୩।୯: ଜିଏସ୍ଟି କାଉନ୍ସିଲ୍ ବୈଠକ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି। ଜିଏସ୍ଟି ସରଳୀକରଣ ଉପରେ ଜୋର ଦେଇ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ପରବର୍ତ୍ତୀ...