ବିଧାନସଭାରେ ନିଆରା ଦୃଶ୍ୟ: ନବୀନଙ୍କ ସହ ଭେଟ ହୋଇଗଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଉ ତା’ ପରେ… ଭୁବନେଶ୍ୱର,୨୩ା୨: ସୋମବାର ବିଧାନସଭାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭେଟ ହୋଇଯାଇଛି।ଗୃହକୁ ପ୍ରବେଶ କରିବା ବେଳେ ଏକାଠି ଭେଟ ହୋଇଛନ୍ତି। ଏହା ପରେ ପ୍ରଭାତୀ…