ମୋଜ୍ତାବା ଖାମେନେଇ ନେଇପାରନ୍ତି ନେତୃତ୍ୱ ତେହରାନ୍ ,୯ା୩: ଫେବୃଆରୀ ୨୮ରେ ଇରାନ ଉପରେ ଇସ୍ରାଏଲ-ଆମେରିକାର ମିଳିତ ଆକ୍ରମଣ ପରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା। ଏହାମଧ୍ୟରେ ଇରାନ-ଆମେରିକା ଯୁଦ୍ଧକୁ ୯ ଦିନ ପୂରିଥିଲାବେଳେ ନୂଆ ନେତା ବାଛିବାକୁ ଇରାନ ସରକାର ଚୟନ ପ୍ରକ୍ରିୟା…