ଗ୍ରାଜୁଏସନ୍ ପାସ୍ କରିନାହାନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି: ସଂଘର୍ଷର କାହାଣୀ ଜାଣିଲେ ଉଡ଼ିଯିବ ହୋଶ୍ ନୂଆଦିଲ୍ଲୀ,୧୧।୯: ବିଶ୍ୱ ବିଲିୟନେୟାରଙ୍କ ରାଙ୍କିଂରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଦୀର୍ଘ ସମୟ ଧରି ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ୮୧ ବର୍ଷୀୟ ଟେକ ଜାଏଣ୍ଟ…