AIIMS ଭୁବନେଶ୍ୱରରେ ବିରଳ ଅପରେଶନ: ଭାରତରେ ପ୍ରଥମଥର ଏପରି କାର୍ଯ୍ୟ କରି ସୃଷ୍ଟି କଲେ ରେକର୍ଡ ଭୁବନେଶ୍ୱର, ୩୦।୫: ଏମ୍ସ ଭୁବନେଶ୍ୱରର ଡାକ୍ତରମାନେ ଏକ ଐତିହାସିକ ଚିକିତ୍ସା ସଫଳତା ହାସଲ କରି ଭାରତର ସବୁଠାରୁ ବଡ଼ କିଡନୀ ମାସ, ଯାହାର ଓଜନ ୮.୭ କିଲୋଗ୍ରାମ, ଅଟୋସୋମାଲ ଡୋମିନାଣ୍ଟ ପଲିସିଷ୍ଟିକ କିଡନୀ ଡିଜିଜ (ଏଡିପିକେଡି) ନାମକ ଜେନେଟିକ ରୋଗରେ ପୀଡ଼ିତ…