ଟେଲିଭିଜନ ରିପୋର୍ଟରଙ୍କ ପ୍ରେମରେ ଟ୍ରମ୍ପ?କେମିତି ହେଲେ ରାଷ୍ଟ୍ରପତିଙ୍କ ଏତେ ପ୍ରିୟ, ଜାଣନ୍ତୁ… ଓ୍ବାଶିଂଟନ,୨।୭: ଆସନ୍ତା ବର୍ଷ ଆମେରିକାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ତାଲିକାରେ ଉତ୍ତର କାରୋଲିନା ଆସନର ନାମ ମଧ୍ୟ ଅନ୍ତର୍ଭୁକ୍ତ, ଯାହାକୁ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ଆସନ ବୋଲି ବିବେଚନା କରାଯାଏ। ଉତ୍ତର କାରୋଲିନା ଜିତିବା ପାଇଁ ରିପବ୍ଲିକାନ ଏବଂ ଡେମୋକ୍ରାଟ…