Tag Archives: landslide

କେରଳରେ ପ୍ରକୃତିର କରାଳ ରୂପ, ମୃତ୍ୟୁସଂଖ୍ୟା ୩୦୦ ଟପିଲା

ଥିରୁଭାନନ୍ତପୁରମ୍‌,୨ା୮: କେରଳର ଓ୍ବାୟନାଡ୍‌ ଭୂସ୍ଖଳନ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୦୦ ଟପିଥିବା ବେଳେ ୧୯୦ଟି ମୃତଦେହ ଉଦ୍ଧାର କରାଯାଇଛି। ୨୦୦ରୁ ଅଧିକ ଏବେ ବି ନିଖୋଜ ଅଛନ୍ତି। ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟରେ ବାଧାପ୍ରାପ୍ତ ଘଟିଛି।…

୪୫ ଲୋକଙ୍କ ମୃତ୍ୟୁକୁ ନେଇ ସେନାକୁ ବଡ଼ ନିର୍ଦ୍ଦେଶ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ୱାୟନାଡ଼, ୩୦।୦୭: କେରଳର ୱାୟନାଡ଼ରେ ହୋଇଥିବା ଭୁସ୍ଖଳନରେ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ମିିଳିଥିବା ସୂଚନା ଅନୁସାରେ ପ୍ରକୃତିର ଏହି ତାଣ୍ଡବରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୧୦୦ ରୁ ଅଧିକ ଲୋକ…

କର୍ନାଟକରେ ବଡ଼ଧରଣର ଭୂସ୍ଖଳନ: ୭ ମୃତ, ୩ ନିଖୋଜ

ବେଙ୍ଗାଲୁରୁ,୨୦ା୭: ଉତ୍ତର କର୍ନାଟକରେ ଭୂସ୍ଖଳନ ଯୋଗୁ ବଡ଼ ଧରଣର ଅଘଟଣ ଘଟିଛି। ଭୂସ୍ଖଳନ ଯୋଗୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଡେପୁଟି କମିଶନର କହିଛନ୍ତି, ୧୦ ଜଣ ନିଖୋଜ ଥିଲେ। ସେମାନଙ୍କ…

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା ହେବାରୁ ବ୍ୟାପକ କ୍ଷତି ଘଟିଛି। ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ଏହି ଭୂସ୍ଖଳନ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?