ଭୀଷଣ ବାତ୍ୟାର ରୂପ ନେବ ‘ମୋନ୍ଥା’: ସ୍ପଷ୍ଟ ହେଲା ଏଇଠି କରିବ ଲ୍ୟାଣ୍ଡ୍ଫଲ ଭୁବନେଶ୍ୱର,୨୫ା୧୦: ଆସନ୍ତା ୨୮ ତାରିଖ ସନ୍ଧ୍ୟା ଅର୍ଥାତ୍ ମଙ୍ଗଳବାର ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡ୍ଫଲ କରିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ତେବେ ବାତ୍ୟା ‘ମୋନ୍ଥା’ ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ...